Panchang Today 8th May 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଭୂମି କ୍ରୟ କରନ୍ତୁ
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୮ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୮ ତାରିଖ ବୁଧବାର । ଚନ୍ଦ୍ର- ମେଷ ସନ୍ଧ୍ୟା ୦୭.୦୭ ଗତେ ବୃଷ,ତିଥି- ଅମାବାସ୍ୟା ଦିବା ୦୮.୫୧ ଗତେ ପ୍ରତିପଦ,ଘାତଚନ୍ଦ୍ର- ମେଷ ରାଶିର, ସନ୍ଧ୍ୟା ୦୭.୦୭ ଗତେ ବିଛା ରାଶିର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ଦିବା ୦୧.୩୪ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ଶୁଭ ସମୟ:
ପ୍ରାତଃ- ୦୫.୧୭ ରୁ ୦୭.୦୦
ଦିବା-୧୦.୦୬ ରୁ ୧୧.୧୭
ଦିବା-୦୧.୫୧ରୁ ୦୫.୧୭
ସନ୍ଧ୍ୟା-୦୬.୫୩ ରୁ ୧୦.୩୬
ରାତ୍ରି-୦୧.୩୪ ରୁ ୦୨.୩୦
ରାତ୍ରି-୦୩.୫୩ ରୁ ୦୫.୧୭
ଅଧିକ ପଢ଼ନ୍ତୁ: ଗୃହର ଏହି ଦିଗକୁ ଜଳ ନିଷ୍କାସିତ ହେଉଛି କି… ଗୃହକୁ ଆସିବ ମହା ସଂକଟ
ଅଶୁଭ ସମୟ:
ରାହୁକାଳ- ଦିବା ୧୧.୪୩ ରୁ ୦୧.୧୯
କାଳବେଳା- ଦିବା ୦୮.୩୦ ରୁ ୧୦.୦୬
ବାରବେଳା- ଦିବା ୧୧.୪୩ ରୁ ୦୧.୧୯
କାଳରାତ୍ରି- ରାତ୍ରି ୦୨.୩୦ ରୁ ୦୩.୫୩