କେବେ ଆସିବ ବିଜେଡିର ନିର୍ବାଚନୀ ଇସ୍ତାହାର ?

ବିଜେପି 2024 ନିର୍ବାଚନ ଲାଗି ଇସ୍ତାହାର ଘୋଷଣା କରିସାରିଥିବା ବେଳେ ବିଜେଡି ଇସ୍ତାହାର ପତ୍ର ଘୋଷଣା କରିନାହିଁ। 

କେବେ ଆସିବ ବିଜେଡିର ନିର୍ବାଚନୀ ଇସ୍ତାହାର ?

ବିଜେପି 2024 ନିର୍ବାଚନ ଲାଗି ଇସ୍ତାହାର ଘୋଷଣା କରିସାରିଥିବା ବେଳେ ବିଜେଡି ଇସ୍ତାହାର ପତ୍ର ଘୋଷଣା କରିନାହିଁ। ମଝିରେ ଆଉ ମାତ୍ର କିଛି ଦିନ। ରାଜ୍ୟରେ ଆରମ୍ଭ ହୋଇଯିବ ଭୋଟ୍ ମହାଯୁଦ୍ଧର ପ୍ରଥମ ଦଫା ଲଢ଼େଇ। ଦେଖନ୍ତୁ ପୂରା ରିପୋର୍ଟ।