ଗୁଜୁରାଟରେ ଭୂ-କମ୍ପ ଝଟକା ଅନୂଭୁତ

ଅହମ୍ମଦାବାଦ: ଗୁଜୁରାଟରେ ଭୂ-କମ୍ପ ଝଟକା ଅନୂଭୁତ ହୋଇଛି । ନ୍ୟାସନାଲ ସେଣ୍ଟର ସେସମୋଲୋଜି ଅନୁସାରେ ସୌରାଷ୍ଟ୍ରର ତଲାଲା ଠାରୁ ୧୨ କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ ଏକ ଭୂକମ୍ପ ଝଟକାରେ ଥରିଉଠିଛି ଅଞ୍ଚଳ । ଏହି ଭୂ-କମ୍ପ ଆଜି ଅପରାହ୍ନ ୩ ଟା ୧୮ ମିନିଟ୍ ରେ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୩.୪ ରହିଛି । ଏପର୍ଯ୍ଯନ୍ତ ଭୂ-କମ୍ପ ଜନିତ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ । ଭୂ-କମ୍ପ ଅନୁଭୂତ ହେବା କ୍ଷଣି ହିଁ […]

ଗୁଜୁରାଟରେ ଭୂ-କମ୍ପ ଝଟକା ଅନୂଭୁତ
earthquake

ଅହମ୍ମଦାବାଦ: ଗୁଜୁରାଟରେ ଭୂ-କମ୍ପ ଝଟକା ଅନୂଭୁତ ହୋଇଛି । ନ୍ୟାସନାଲ ସେଣ୍ଟର ସେସମୋଲୋଜି ଅନୁସାରେ ସୌରାଷ୍ଟ୍ରର ତଲାଲା ଠାରୁ ୧୨ କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ ଏକ ଭୂକମ୍ପ ଝଟକାରେ ଥରିଉଠିଛି ଅଞ୍ଚଳ । ଏହି ଭୂ-କମ୍ପ ଆଜି ଅପରାହ୍ନ ୩ ଟା ୧୮ ମିନିଟ୍ ରେ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୩.୪ ରହିଛି । ଏପର୍ଯ୍ଯନ୍ତ ଭୂ-କମ୍ପ ଜନିତ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ । ଭୂ-କମ୍ପ ଅନୁଭୂତ ହେବା କ୍ଷଣି ହିଁ ଲୋକମାନେ ଘରୁ ବାହାରକୁ ପଳାଇଆସିଥିଲେ ।