ଜନସାଧାରଣଙ୍କୁ ମତଦାନ ସଚେତନତା କରିବା ନିମନ୍ତେ ଏକ ସାଇକଲ ରାଲି

ଜନସାଧାରଣଙ୍କୁ ମତଦାନ ସଚେତନତା କରିବା ନିମନ୍ତେ ଏକ ସାଇକଲ ରାଲି ଜୟପୁର-୨୧.୦୪.୨୦୨୪ – SVEEP ଆନୁକୂଲ୍ୟରେ କୋରାପୁଟ ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କୁ ମତଦାନ ସଚେତନତା କରିବା ନିମନ୍ତେ ଏକ ସାଇକଲ ରାଲି ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପଢିଆ ଠାରେ ପୂର୍ବାହ୍ନ ୭ ଘଟିକା ସମୟରେ ଆୟୋଜନ କରିଥିଲା । ଏହି ରାଲିରେ ଜୟପୁର ସହରର ସ୍କୁଲ ଛାତ୍ର ଛାତ୍ରୀ, ମହିଳା, ଯୁବକ ଯୁବତୀ ପ୍ରମୁଖ ଭାଗ ନେଇ ଥିଲେ... The post ଜନସାଧାରଣଙ୍କୁ ମତଦାନ ସଚେତନତା କରିବା ନିମନ୍ତେ ଏକ ସାଇକଲ ରାଲି appeared first on ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ.

ଜନସାଧାରଣଙ୍କୁ ମତଦାନ ସଚେତନତା କରିବା ନିମନ୍ତେ ଏକ ସାଇକଲ ରାଲି

ଜନସାଧାରଣଙ୍କୁ ମତଦାନ ସଚେତନତା କରିବା ନିମନ୍ତେ ଏକ ସାଇକଲ ରାଲି

ଜୟପୁର-୨୧.୦୪.୨୦୨୪ – SVEEP ଆନୁକୂଲ୍ୟରେ କୋରାପୁଟ ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କୁ ମତଦାନ ସଚେତନତା କରିବା ନିମନ୍ତେ ଏକ ସାଇକଲ ରାଲି ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପଢିଆ ଠାରେ ପୂର୍ବାହ୍ନ ୭ ଘଟିକା ସମୟରେ ଆୟୋଜନ କରିଥିଲା । ଏହି ରାଲିରେ ଜୟପୁର ସହରର ସ୍କୁଲ ଛାତ୍ର ଛାତ୍ରୀ, ମହିଳା, ଯୁବକ ଯୁବତୀ ପ୍ରମୁଖ ଭାଗ ନେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କୋରାପୁଟ ଶ୍ରୀ ୱି କୀର୍ତ୍ତି ୱାସନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ “ନିଜ ଭୋଟ ମତଦାନ କରି ଜିଲ୍ଲା ଓ ଦେଶ ଗଠନରେ ଅଂଶଗ୍ରହଣ କରିବା” ବୋଲି ଉପସ୍ଥିତ ଜନସାଧାରଣ ଓ ଭଦ୍ରମଣ୍ଡଳୀଙ୍କୁ ବାର୍ତ୍ତା ଦେଇ ଥିଲେ ଓ ପରେ ସାଇକଲ ରାଲିରେ ଅଂଶଗ୍ରହଣ କରି ଥିବା ସମସ୍ତଙ୍କୁ ମାନ ପତ୍ର ପ୍ରଦାନ କରି ଥିଲେ । ଏହି ରାଲିରେ ୨୨୨ ଜଣ ଅଂଶଗ୍ରହଣ କରି ଥିଲେ । ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ଅରକ୍ଷୀ ଅଧିକାରୀ ଶ୍ରୀ ଅଙ୍କିତ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କୋରାପୁଟ ଶ୍ରୀ ବେଣୁଧର ସବର, ଉପଜିଲ୍ଲାପାଳ ଜୟପୁର ଶ୍ରୀ ପ୍ରଭାତ କୁମାର ପରିଡା, ଜିଲ୍ଲା ପରିଷଦ ଅଧିକାରୀ ଜୟପୁର-୨୧.୦୪.୨୦୨୪ – SVEEP ଆନୁକୂଲ୍ୟରେ କୋରାପୁଟ ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କୁ ମତଦାନ ସଚେତନତା କରିବା ନିମନ୍ତେ ଏକ ସାଇକଲ ରାଲି ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପଢିଆ ଠାରେ ପୂର୍ବାହ୍ନ ୭ ଘଟିକା ସମୟରେ ଆୟୋଜନ କରିଥିଲା । ଏହି ରାଲିରେ ଜୟପୁର ସହରର ସ୍କୁଲ ଛାତ୍ର ଛାତ୍ରୀ, ମହିଳା, ଯୁବକ ଯୁବତୀ ପ୍ରମୁଖ ଭାଗ ନେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କୋରାପୁଟ ଶ୍ରୀ ୱି କୀର୍ତ୍ତି ୱାସନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ “ନିଜ ଭୋଟ ମତଦାନ କରି ଜିଲ୍ଲା ଓ ଦେଶ ଗଠନରେ ଅଂଶଗ୍ରହଣ କରିବା” ବୋଲି ଉପସ୍ଥିତ ଜନସାଧାରଣ ଓ ଭଦ୍ରମଣ୍ଡଳୀଙ୍କୁ ବାର୍ତ୍ତା ଦେଇ ଥିଲେ ଓ ପରେ ସାଇକଲ ରାଲିରେ ଅଂଶଗ୍ରହଣ କରି ଥିବା ସମସ୍ତଙ୍କୁ ମାନ ପତ୍ର ପ୍ରଦାନ କରି ଥିଲେ । ଏହି ରାଲିରେ ୨୨୨ ଜଣ ଅଂଶଗ୍ରହଣ କରି ଥିଲେ । ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ଅରକ୍ଷୀ ଅଧିକାରୀ ଶ୍ରୀ ଅଙ୍କିତ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କୋରାପୁଟ ଶ୍ରୀ ବେଣୁଧର ସବର, ଉପଜିଲ୍ଲାପାଳ ଜୟପୁର ଶ୍ରୀ ପ୍ରଭାତ କୁମାର ପରିଡା, ଜିଲ୍ଲା ପରିଷଦ ଅଧିକାରୀ ହିମାଂଶୁ ଶତପଥୀ, , ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ସିଦ୍ଧାର୍ଥ ପଟ୍ଟନାୟକ, ଜୟପୁର ତହସିଲଦାର ଡ. ମୋନାଲିଶା ଆଚାରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯଶୋଦା ଗାଦବା ଓ ଜିଲ୍ଲାର ସମସ୍ତ ପଦାଧିକାରୀ, ଜୟପୁର ପୌରପାଳିକାର ସମସ୍ତ କାର୍ଯ୍ୟକର୍ତ୍ତା ଓ ଗଣ ମାଧ୍ୟମ ପ୍ରମୁଖ ଉପସ୍ଥିତ ଥିଲେ ।, କୋରାପୁଟ ହିମାଂଶୁ ଶତପଥୀ, , ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ସିଦ୍ଧାର୍ଥ ପଟ୍ଟନାୟକ, ଜୟପୁର ତହସିଲଦାର ଡ. ମୋନାଲିଶା ଆଚାରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯଶୋଦା ଗାଦବା ଓ ଜିଲ୍ଲାର ସମସ୍ତ ପଦାଧିକାରୀ, ଜୟପୁର ପୌରପାଳିକାର ସମସ୍ତ କାର୍ଯ୍ୟକର୍ତ୍ତା ଓ ଗଣ ମାଧ୍ୟମ ପ୍ରମୁଖ ଉପସ୍ଥିତ ଥିଲେ ।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

The post ଜନସାଧାରଣଙ୍କୁ ମତଦାନ ସଚେତନତା କରିବା ନିମନ୍ତେ ଏକ ସାଇକଲ ରାଲି appeared first on ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ.