ଜୀବନରେ ରୋମାଂଚ ଦରକାର ତ ଲାକ୍ଷାଦ୍ବୀପ ଆସ

ଲାକ୍ଷାଦ୍ବୀପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ସକାଳୁ ସମୁଦ୍ର କୂଳରେ ଭ୍ରମଣର ମଜା ନେଇଥିଲେ।

ଜୀବନରେ ରୋମାଂଚ ଦରକାର ତ ଲାକ୍ଷାଦ୍ବୀପ ଆସ

ଜୀବନରେ ରୋମାଂଚ ଦରକାର ତ ଲାକ୍ଷାଦ୍ବୀପ ଆସ। ଗଭୀର ସମୁଦ୍ରରେ ବୁଡା ପହଁରା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଲାକ୍ଷାଦ୍ବୀପର ସୌନ୍ଦର୍ଯ୍ୟ ତାଙ୍କୁ ଅଭିଭୂତ କରିଛି। ଲାକ୍ଷାଦ୍ବୀପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ସକାଳୁ ସମୁଦ୍ର କୂଳରେ ଭ୍ରମଣର ମଜା ନେଇଥିଲେ।