ଭଲରେ ନ ହେଲେ ବି, ଏବେ ନିଜେ ଚାଲୁଛନ୍ତି ଭବାନିଶଙ୍କର

ଜଣଙ୍କ କାନ୍ଧରେ ହାତ ରଖିଲେ ଚାଲୁଥିଲେ ବିନିକା ଅଞ୍ଚଳର ଭବାନିଶଙ୍କର ବେହେରା। ଓଟିଭି ରେ ଖବର ପ୍ରସାରଣ ଭତ୍ତା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସରକାରୀ ଓ ବେସରକାରୀ ସୁବିଧା ସୁଯୋଗ ପାଇଲେ ଭବାନିଶଙ୍କର।

ଭଲରେ ନ ହେଲେ ବି, ଏବେ ନିଜେ ଚାଲୁଛନ୍ତି ଭବାନିଶଙ୍କର

ଜଣଙ୍କ କାନ୍ଧରେ ହାତ ରଖିଲେ ଚାଲୁଥିଲେ ବିନିକା ଅଞ୍ଚଳର ଭବାନିଶଙ୍କର ବେହେରା। ଓଟିଭି ରେ ଖବର ପ୍ରସାରଣ ଭତ୍ତା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସରକାରୀ ଓ ବେସରକାରୀ ସୁବିଧା ସୁଯୋଗ ପାଇଲେ ଭବାନିଶଙ୍କର। ପୂର୍ବରୁ ଅନ୍ୟ ଉପରେ ନିର୍ଭର କରି ଚାଲୁଥିଲେ। ହେଲେ ଏବେ ସମସ୍ତ ସୁବିଧା ପାଇଁ ଦୀର୍ଘ ବର୍ଷେ ପରେ ବାଡ଼ି ଧରି ଆସ୍ତେ ଆସ୍ତେ ଚାଲୁଛନ୍ତି। ଭବାନିଶଙ୍କରର ଚାଲିବା ଦେଖି ବହୁତ ଖୁସି ପରିବାର।