ନୀଳାଦ୍ରୌ ଶଙ୍ଖମଧେ

ନୀଳାଦ୍ରୌ ଶଙ୍ଖମଧେ

ନୀଳାଦ୍ରୌ ଶଙ୍ଖମଧ୍ଯେ ଶତଦଳକମଳେ ରତ୍ନସିଂହାସନସ୍ଥଂ ସର୍ବାଳଙ୍କାରଯୁକ୍ତଂ ନବଘନରୁଚିରଂ ସଂଯୁତଂ ଚାଗ୍ରଜେନ । ଭଦ୍ରାୟାଃ ବାମପାର୍ଶ୍ଵେ ରଥଚରଣଯୁତଂ ବ୍ରହ୍ମରୁଦ୍ରେନ୍ଦ୍ରବନ୍ଦ୍ୟଂ ବେଦାନାଂ ସାରମୀଶଂ ସ୍ଵଜନପରିବୃତଂ ବ୍ରହ୍ମଦାରୁ ସ୍ମରାମି ॥

नीलाद्रौ शङ्ख मध्ये शतदलकमले रत्नसिंहासनस्थं सर्वालङ्कारयुक्तं नवघन रुचिरं संयुतं चाग्रजेन भद्राया वामभागे रथचरणयुतं ब्रह्मरुद्रेन्द्र वन्द्यं वेदानां सारमीशं सुजन परिवृतं ब्रह्मदारुं स्मरामि

neelaadhrau shanGkha maDhyae shatha-dhala-kamalae rathna-siMhaasanasThaM sarvaalanGkaara yukthaM nava- ghana ruchiraM saMyuthaM chaagrajaena bhadhraaya vaama-bhaagae raTha-charaNa-yuthaM brahma-rudhraendhra vandhyaM vaedhaanaaM saarameeshaM sujana parivruthaM brahma-dhaaruM smaraami

I praise the Lord of the blue hill who has the conch and sits on the throne studded with precious gems. He holds Sri Brahma on the hundred petaled lotus which stemmed from His midriff. He is completely adorned with good decoration. He is flanked by His brother. He keeps His foot on the left side of the chariot. He is worshiped by Sri Brahma, Sri Shiva and Indra. He is the crux and core of the Vedas. He is surrounded by good and pious people. He is the root of Brahmam. My humble salutations to the Lord. 

ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ପାଇବାକୁ ଲାଇକ, ସେୟାର ଏବଂ ସବସ୍କ୍ରାଇବ କରନ୍ତୁ । Like, share, and subscribe to receive the blessings of Lord Jagannath. --------------------

ଶ୍ରୀଜଗନ୍ନାଥ ମହାପ୍ରଭୁ, ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ ଅଟନ୍ତି। ନୀଳାଦ୍ରୀ ମହୋଦୟ ବର୍ଣ୍ଣନା ଅନୁସାରେ, ପ୍ରତ୍ୟେକ ଶ୍ରୀଜଗନ୍ନାଥ ଭକ୍ତ ଏବଂ ପ୍ରତି ଓଡିଆ ଘରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହ ଓ ଚିତ୍ର ପ୍ରତିମାରେ ଭକ୍ତି ଓ ଶ୍ରଦ୍ଧା ସହ ସାମର୍ଥ୍ୟ ଅନୁସାରେ ଅର୍ଚ୍ଚିନା ପୂର୍ବକ "ଜୟ ଶ୍ରୀଜଗନ୍ନାଥ" ଜପ କରିବା ଉଚିତ । ସ୍କନ୍ଦ ପୁରାଣ ଅନୁସାରେ ମହାପ୍ରଭୁଙ୍କ ସେବାପୂଜାଠାରୁ ଅଧିକ ମହାପ୍ରଭୁଙ୍କ ଆନ୍ତରିକ ଭକ୍ତ ମାନଙ୍କର ସେବା ଅଟେ। ତେଣୁ ଗରିବ, ଅବହେଳିତ ଭକ୍ତ ମାନଙ୍କୁ ମହାପ୍ରଭୁଙ୍କ ପ୍ରସାଦ ବଣ୍ଟନ କରିଲେ କୋଟି ପୁଣ୍ୟର ଫଳ ମିଳେ। ପ୍ରତ୍ୟେକ ଶ୍ରୀଜଗନ୍ନାଥ ଭକ୍ତ ଦାନ ଓ ଧର୍ମ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନନ୍ତ କୃପା ଲାଭ କରନ୍ତୁ।

ସମଗ୍ର ବିଶ୍ଵରେ ମହାପ୍ରଭୁଙ୍କ ଅପାର କରୁଣା ଓ ମହିମାର ପ୍ରଚାର ଓ ପ୍ରସାର କରିବା ପାଇଁ କଳା କ୍ଷେତ୍ର (ଆନ୍ତର୍ଜାତୀୟ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତିକରଣ ପରିଷଦ ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜିଟାଲ୍ ମିଡିଆ ଟେକ୍ନୋଲୋଜିଙ୍କ ମିଳିତ) ଉଦ୍ୟମରେ "ଜୟ ଶ୍ରୀ ଜଗନ୍ନାଥ - ଏକ ରେଖାଙ୍କନ" ପ୍ରସ୍ତୁତ କରାଯାଇଛି । ଉତ୍କଳିୟ ପରମ୍ପରାରେ ଆମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ଯେ କେବଳ ଏକ ଚେତନା ନୁହନ୍ତି, ସେ ଆମର ଜଣେ ମାର୍ଗଦର୍ଶିକ ଓ ପରିବାରର ସଦଶ୍ୟ ମଧ୍ୟ, ତାଙ୍କରି ୧୦୮ ବିଭିନ୍ନ ନାମକୁ ଆମେ ନିତ୍ୟ ଜପ କଲେ , ଅନେକ ପୁଣ୍ୟ ଫଳ ମିଳେ । କଳା କ୍ଷେତ୍ରର ଏହି ପ୍ରୟାସକୁ ସାଫଲ୍ୟ ମଣ୍ଡିତ କରିବାକୁ ଅନୁରୋଧ ।