ମତଦାନକୁ ନେଇ ସବୁ ଦେଶର ନିୟମ ଅଲଗା, ନିୟମ ମାନିବା ଜରୁରୀ, ଭୋଟ ଦେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ ୦୮/୦୫: ଭାରତରେ ଚାଲିଛି ଲୋକସଭା ନିର୍ବାଚନ । ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ସବୁବର୍ଗ । ଜାରି ରହିଛି ଅନେକ ସ୍ଥାନରେ ଭୋଟିଂ । କାରଣ ମତଦାନ ସମସ୍ତଙ୍କ ଅଧିକାର । କିନ୍ତୁ କିଛି ଅଛନ୍ତି ଯେଉଁମାନେ ଦେଇନଥାନ୍ତି ଭୋଟ । କିଛି ଦେଶରେ ଭୋଟ ଦେବା ବାଧ୍ୟତାମୂଳକ । ଆଉ ନମାନିଲେ ଭୋଗିବାକୁ ପଡେ ଦଣ୍ଡ । ଆସନ୍ତୁ ଜାଣିବା କେଉଁ ଦେଶରେ ଭୋଟଦାନ ପ୍ରକ୍ରିୟା କେମିତି । ଆଉ ଭୋଟ ନଦେଲେ କଣ ହୁଏ ସେମାନଙ୍କ ସହ । ଆମେରିକାରେ ମତଦାନ ପ୍ରକ୍ରିୟା ପୂରା ଅଲଗା । ଭୋଟ ତାରିଖ ପୂର୍ବରୁ ବା ପରେ ଦେଇପାରିବେ ଭୋଟ । ତେବେ ଏଥିପାଇଁ ନେବାକୁ ପଡେ ଅନୁମତି । ବ୍ରିଟେନ୍‌ରେ ବି ମତଦାନ ବେଳେ ଅନୁପସ୍ଥିତ ରହିଲେ ଆଗକୁ ଜଣାଇବା ବାଧ୍ୟ । ଏହା ପରେ ଅନ୍ୟ ସ୍ଥାନରୁ ଭୋଟ ଦେବାର କରାଯାଇଥାଏ ବ୍ୟବସ୍ଥା । ନ୍ୟୁଜିଲାଣ୍ଡରେ ବି ଭୋଟିଂ ପ୍ରକିୟା କିଛିଟା ସେମିତି । କୌଣସି କାରଣ ବଶତଃ ଉପସ୍ଥିତି ହୋଇନପାରିଲେ କରାଯାଏ ସ୍ୱତନ୍ତ୍ର ବ୍ୟବସ୍ଥା । ଦରକାର ପଡିଲେ ଲୋକଙ୍କ ଘର କିମ୍ୱା ହସ୍ପିଟାଲ ଯାଇଥାନ୍ତି ନିର୍ବାଚୟ ଆୟୋଗଙ୍କ ଟିମ୍ । ଏମିତିକି ପୋଷ୍ଟାଲ ବାଲାଟ ବି କରାଯାଏ । ସେହିଭଳି ଅଷ୍ଟ୍ରେଲିଆ ମତଦାନକୁ ନେଇ ଚର୍ଚ୍ଚା ହୁଏ । ଭୋଟ ଦିନ ଯେଉଁ ରାଜ୍ୟର ଲୋକ ସେହିଠାରୁ ଅନ୍‌ଲାଇନ୍‌ରେ ଦେଇଥାନ୍ତି ଭୋଟ । ଜର୍ମାନୀରେ ବି ସମୟ ପରେ ହୋଇଥାଏ ଭୋଟ । ଏଥିପାଇଁ ଭୋଟର କାର୍ଡ ସହ ନଗର ନିଗମର କରିବାକୁ ପଡେ ଆବେଦନ । ତେବେ ଆର୍ଜେଣ୍ଟିନା ଭୋଟି ପ୍ରକ୍ରିୟା ଜାମିଲେ ଆପଣ ବି ହୋଇଯିବେ ତାଜୁବ୍ । ମତଦାନ ଦିନ ଉପସ୍ଥିତ ନରହିଲେ ପୋଲିସ ପାଖରେ ଜମା କରିବାକୁ ପଡେ ପ୍ରମାଣ ପତ୍ର । ପେରୁ ଏବଂ ୟୁନାନ ମତଦାନ କରୁନଥିବା ବ୍ୟକ୍ତିଙ୍କୁ ଭୋଗିବାକୁ ପଡେ ଅନେକ ସମସ୍ୟା । ସାର୍ବଜନୀନ ସେବା ସହ ପରିବହନରୁ ବଞ୍ଚିତ ହେବାକୁ ପଡେ । ବେଲିବିୟାରେ ଭୋଟ ନଦେଉଥିବାର ଲୋକକୁ ମିଳେନି ୩ ମାସର ଦରମା ।

ମତଦାନକୁ ନେଇ ସବୁ ଦେଶର ନିୟମ ଅଲଗା, ନିୟମ ମାନିବା ଜରୁରୀ, ଭୋଟ ଦେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ ୦୮/୦୫: ଭାରତରେ ଚାଲିଛି ଲୋକସଭା ନିର୍ବାଚନ । ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ସବୁବର୍ଗ । ଜାରି ରହିଛି ଅନେକ ସ୍ଥାନରେ ଭୋଟିଂ । କାରଣ ମତଦାନ ସମସ୍ତଙ୍କ ଅଧିକାର । କିନ୍ତୁ କିଛି ଅଛନ୍ତି ଯେଉଁମାନେ ଦେଇନଥାନ୍ତି ଭୋଟ । କିଛି ଦେଶରେ ଭୋଟ ଦେବା ବାଧ୍ୟତାମୂଳକ । ଆଉ ନମାନିଲେ ଭୋଗିବାକୁ ପଡେ ଦଣ୍ଡ । ଆସନ୍ତୁ ଜାଣିବା କେଉଁ ଦେଶରେ ଭୋଟଦାନ ପ୍ରକ୍ରିୟା କେମିତି । ଆଉ ଭୋଟ ନଦେଲେ କଣ ହୁଏ ସେମାନଙ୍କ ସହ । 

ଆମେରିକାରେ ମତଦାନ ପ୍ରକ୍ରିୟା ପୂରା ଅଲଗା । ଭୋଟ ତାରିଖ ପୂର୍ବରୁ ବା ପରେ ଦେଇପାରିବେ ଭୋଟ । ତେବେ ଏଥିପାଇଁ ନେବାକୁ ପଡେ ଅନୁମତି । ବ୍ରିଟେନ୍‌ରେ ବି ମତଦାନ ବେଳେ ଅନୁପସ୍ଥିତ ରହିଲେ ଆଗକୁ ଜଣାଇବା ବାଧ୍ୟ । ଏହା ପରେ ଅନ୍ୟ ସ୍ଥାନରୁ ଭୋଟ ଦେବାର କରାଯାଇଥାଏ ବ୍ୟବସ୍ଥା । ନ୍ୟୁଜିଲାଣ୍ଡରେ ବି ଭୋଟିଂ ପ୍ରକିୟା କିଛିଟା ସେମିତି । କୌଣସି କାରଣ ବଶତଃ ଉପସ୍ଥିତି ହୋଇନପାରିଲେ କରାଯାଏ ସ୍ୱତନ୍ତ୍ର ବ୍ୟବସ୍ଥା । ଦରକାର ପଡିଲେ ଲୋକଙ୍କ ଘର କିମ୍ୱା ହସ୍ପିଟାଲ ଯାଇଥାନ୍ତି ନିର୍ବାଚୟ ଆୟୋଗଙ୍କ ଟିମ୍ । ଏମିତିକି ପୋଷ୍ଟାଲ ବାଲାଟ ବି କରାଯାଏ । 


ସେହିଭଳି ଅଷ୍ଟ୍ରେଲିଆ ମତଦାନକୁ ନେଇ ଚର୍ଚ୍ଚା ହୁଏ । ଭୋଟ ଦିନ ଯେଉଁ ରାଜ୍ୟର ଲୋକ ସେହିଠାରୁ ଅନ୍‌ଲାଇନ୍‌ରେ ଦେଇଥାନ୍ତି ଭୋଟ । ଜର୍ମାନୀରେ ବି ସମୟ ପରେ ହୋଇଥାଏ ଭୋଟ । ଏଥିପାଇଁ ଭୋଟର କାର୍ଡ ସହ ନଗର ନିଗମର କରିବାକୁ ପଡେ ଆବେଦନ । ତେବେ ଆର୍ଜେଣ୍ଟିନା ଭୋଟି ପ୍ରକ୍ରିୟା ଜାମିଲେ ଆପଣ ବି ହୋଇଯିବେ ତାଜୁବ୍ । ମତଦାନ ଦିନ ଉପସ୍ଥିତ ନରହିଲେ ପୋଲିସ ପାଖରେ ଜମା କରିବାକୁ ପଡେ ପ୍ରମାଣ ପତ୍ର । 

ପେରୁ ଏବଂ ୟୁନାନ ମତଦାନ କରୁନଥିବା ବ୍ୟକ୍ତିଙ୍କୁ ଭୋଗିବାକୁ ପଡେ ଅନେକ ସମସ୍ୟା । ସାର୍ବଜନୀନ ସେବା ସହ ପରିବହନରୁ ବଞ୍ଚିତ ହେବାକୁ ପଡେ । ବେଲିବିୟାରେ ଭୋଟ ନଦେଉଥିବାର ଲୋକକୁ ମିଳେନି ୩ ମାସର ଦରମା ।