ଯବାନଙ୍କୁ ଟାର୍ଗେଟ୍ କରି ମାଓବାଦୀ ଖଞ୍ଜିଥିଲେ ପ୍ରେସର ଆଇଇଡି, ଚାଲିଗଲା ଯୁବକଙ୍କ ଜୀବନ

ମାଲକାନଗିରି ୨୨।୪: ମାଲକାନଗିରି ଛତିଶଗଡ଼ ସୀମାନ୍ତରେ ଆଇଇଡି ବିସ୍ଫୋରଣ । ବିଜାପୁର ଜିଲ୍ଲାରେ ମାଓବାଦୀମାନେ ପ୍ରେସର ଆଇଇଡି ବିସ୍ଫୋରଣ କରିଛନ୍ତି । ଫଳରେ ଜଣେ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ଗାଙ୍ଗାଲୁର ଥାନା ଅନ୍ତର୍ଗତ ମୁତବେଡି ଗ୍ରାମର ୧୮ ବର୍ଷ ବୟସ୍କ ଯୁବକ ଗଡ଼ିଆ ମହୁଲ ଗୋଟାଇବା ପାଇଁ ଜଙ୍ଗଲକୁ ଯାଇଥିଲେ । ସେଠାରେ ଯବାନଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ଲଗାଇଥିଲେ ପ୍ରେସର ବୋମା । ସେହି ସମୟରେ ଯୁବକଙ୍କ ଗୋଡ ବୋମା ଉପରେ ଗୋଡ଼ ପଡ଼ିଯାଇଥିଲା । ଫଳରେ ପ୍ରେସର ବୋମାଟି ବିସ୍ଫୋରଣ ହେବା ସହ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ପରେ ଗାଁରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।You Can Read :ଅଟୋକୁ ପଛପଟୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କ ଜୀବନ 

ଯବାନଙ୍କୁ ଟାର୍ଗେଟ୍ କରି ମାଓବାଦୀ ଖଞ୍ଜିଥିଲେ ପ୍ରେସର ଆଇଇଡି, ଚାଲିଗଲା ଯୁବକଙ୍କ ଜୀବନ

ମାଲକାନଗିରି ୨୨।୪: ମାଲକାନଗିରି ଛତିଶଗଡ଼ ସୀମାନ୍ତରେ ଆଇଇଡି ବିସ୍ଫୋରଣ । ବିଜାପୁର ଜିଲ୍ଲାରେ ମାଓବାଦୀମାନେ ପ୍ରେସର ଆଇଇଡି ବିସ୍ଫୋରଣ କରିଛନ୍ତି । ଫଳରେ ଜଣେ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି । 

ସୂଚନାଯୋଗ୍ୟ ଯେ, ଗାଙ୍ଗାଲୁର ଥାନା ଅନ୍ତର୍ଗତ ମୁତବେଡି ଗ୍ରାମର ୧୮ ବର୍ଷ ବୟସ୍କ ଯୁବକ ଗଡ଼ିଆ ମହୁଲ ଗୋଟାଇବା ପାଇଁ ଜଙ୍ଗଲକୁ ଯାଇଥିଲେ । ସେଠାରେ ଯବାନଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ଲଗାଇଥିଲେ ପ୍ରେସର ବୋମା । ସେହି ସମୟରେ ଯୁବକଙ୍କ ଗୋଡ ବୋମା ଉପରେ ଗୋଡ଼ ପଡ଼ିଯାଇଥିଲା । ଫଳରେ ପ୍ରେସର ବୋମାଟି ବିସ୍ଫୋରଣ ହେବା ସହ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ପରେ ଗାଁରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read :

ଅଟୋକୁ ପଛପଟୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କ ଜୀବନ