୪୩ ଟପିଲା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା, ପାଲଟିଲା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର ୨୨/୦୪: ସାରା ରାଜ୍ୟରେ ଅସହ୍ୟ ତାତି । କଲବଲ ଜନଜୀବନ । ତାତିରେ ଆଉଟୁ ପାଉଟୁ ସାରା ଓଡ଼ିଶା । ତେବେ ସବୁଠୁ ଅଧିକ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ୱର । ଯାହାକି ଚଳିତ ସିଜିନରେ ସବୁଠୁ ଅଧିକ ତାପମାତ୍ରା । ସାଢେ ଦୁଇଟା ସୁଦ୍ଧା ରେକର୍ଡ ହୋଇଛି ରାଜ୍ୟର ତାପମାତ୍ରା । ତେବେ ୪୩.୮ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ୱର । ଆଜି ଦିନ 2ଟା 30 ସୁଦ୍ଧା ରେକର୍ଡ ତାପମାତ୍ରାଭୁବନେଶ୍ୱର: 43.8°Cବାଲେଶ୍ୱର: 40.7°Cଚାନ୍ଦବାଲି: 40.4°Cକେନ୍ଦୁଝର: 38°Cଗୋପାଳପୁର: 37°Cସମ୍ବଲପୁର: 36.6°Cଝାରସୁଗୁଡା: 36.2°Cପାରାଦ୍ୱୀପ : 35.4°Cପୁରୀ: 35°Cହୀରାକୁଦ: 34.8°Cରାଉରକେଲା: 34.4°C— usd (@usd0705) April 22, 2024ସେହିଭଳି ବାଲେଶ୍ୱରର ତାପମାତ୍ରା ୪୦.୭ ଡିଗ୍ରୀ, ଚାନ୍ଦବାଲିର ତାପମାତ୍ରା ୪୦.୪ ଡିଗ୍ରୀ, କେନ୍ଦୁଝରର ତାପମାତ୍ରା ୩୮ ଡିଗ୍ରୀ, ଗୋପାଳପୁରର ତାପମାତ୍ରା ୩୭° ଡିଗ୍ରୀ, ସମ୍ୱଲପୁରର ତାପମାତ୍ରା ୩୬.୬ ଡିଗ୍ରୀ, ଝାରସୁଗୁଡାର ତାପମାତ୍ରା ୩୬.୨ ଡିଗ୍ରୀ, ପାରାଦ୍ୱୀପର ତାପମାତ୍ରା ୩୫.୪ ଡିଗ୍ରୀ, ହୀରାକୁଦର ତାପମାତ୍ରା ୩୪.୮ ଡିଗ୍ରୀ , ରାଉରକେଲାର ତାପମାତ୍ରା ୩୪.୪ ଡିଗ୍ରୀ ରେକର୍ଡ ହୋଇଛି । ସକାଳ ସାଢେ ୧୧ ସୁଦ୍ଧା ୩୯ ଡିଗ୍ରୀ ତାପମାତ୍ରା ଥିଲା । ତେବେ କିଛି ସମୟର ମଧ୍ୟରେ ଏହା ଟପି ୪୩ ପାର୍ କରିଛି । ଯାହାକି ଚିନ୍ତାଜନକ ନିଶ୍ଚୟ । 

୪୩ ଟପିଲା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା, ପାଲଟିଲା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର ୨୨/୦୪: ସାରା ରାଜ୍ୟରେ ଅସହ୍ୟ ତାତି । କଲବଲ ଜନଜୀବନ । ତାତିରେ ଆଉଟୁ ପାଉଟୁ ସାରା ଓଡ଼ିଶା । ତେବେ ସବୁଠୁ ଅଧିକ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ୱର । ଯାହାକି ଚଳିତ ସିଜିନରେ ସବୁଠୁ ଅଧିକ ତାପମାତ୍ରା । ସାଢେ ଦୁଇଟା ସୁଦ୍ଧା ରେକର୍ଡ ହୋଇଛି ରାଜ୍ୟର ତାପମାତ୍ରା । ତେବେ ୪୩.୮ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ୱର । 

ସେହିଭଳି ବାଲେଶ୍ୱରର ତାପମାତ୍ରା ୪୦.୭ ଡିଗ୍ରୀ, ଚାନ୍ଦବାଲିର ତାପମାତ୍ରା ୪୦.୪ ଡିଗ୍ରୀ, କେନ୍ଦୁଝରର ତାପମାତ୍ରା ୩୮ ଡିଗ୍ରୀ, ଗୋପାଳପୁରର ତାପମାତ୍ରା ୩୭° ଡିଗ୍ରୀ, ସମ୍ୱଲପୁରର ତାପମାତ୍ରା ୩୬.୬ ଡିଗ୍ରୀ, ଝାରସୁଗୁଡାର ତାପମାତ୍ରା ୩୬.୨ ଡିଗ୍ରୀ, ପାରାଦ୍ୱୀପର ତାପମାତ୍ରା ୩୫.୪ ଡିଗ୍ରୀ, ହୀରାକୁଦର ତାପମାତ୍ରା ୩୪.୮ ଡିଗ୍ରୀ , ରାଉରକେଲାର ତାପମାତ୍ରା ୩୪.୪ ଡିଗ୍ରୀ ରେକର୍ଡ ହୋଇଛି । ସକାଳ ସାଢେ ୧୧ ସୁଦ୍ଧା ୩୯ ଡିଗ୍ରୀ ତାପମାତ୍ରା ଥିଲା । ତେବେ କିଛି ସମୟର ମଧ୍ୟରେ ଏହା ଟପି ୪୩ ପାର୍ କରିଛି । ଯାହାକି ଚିନ୍ତାଜନକ ନିଶ୍ଚୟ ।